Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
Up
अमित_शाह
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
odishatour
"ଆସନ୍ତୁ ଦର୍ଶନ କରିବା ମାଆ ବନଦୁର୍ଗାଙ୍କ ଦିବ୍ୟ ରୂପ ଏବଂ ଦେଖିବା ମନ୍ଦିରର ସୁନ୍ଦର ଦୃଶ୍ୟ।" #MaaBanaDurga #TempleVibes #DivineOdisha #SpiritualJourney #Blessed #ViralPost #Engagement #OdishaTour #FollowForMore #FollowUs #JoinTheJourney #SubscribeNow #DailyUpdates
Baudh Sadar, Boudh (Bauda)
| Oct 2, 2026
#maabanadurga
#templevibes
#divineodisha
#spiritualjourney
#blessed
#viralpost
#engagement
#odishatour
#followformore
#followus
#jointhejourney
#subscribenow
#dailyupdates
MORE NEWS
ଏମିତି ହୋଇଥିଲା ରେଳ ସୁରକ୍ଷା ଆୟୁକ୍ତଙ୍କ ସୁରକ୍ଷା ଯାଞ୍ଚ #RailwayLineCRS #Charichhakrailwaystation #OdishaTour #OdishaTourUpdate
Baudh Sadar, Boudh (Bauda) | Oct 2, 2026
ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସମାରୋହ- ୨୦୨୬ ଆଜି ବୌଦ୍ଧର ଟାଉନହଲ୍ଠାରେ ଜିଲ୍ଲା ପ୍ରଶାସନ (ସୂଚନା ଓ ଲୋକ ସମ୍ପର୍କ ବିଭାଗ) ସୌଜନ୍ୟରୁ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂଜ୍ୟ ବାପୁଜୀ ଓ ଶାସ୍ତ୍ରୀଜୀଙ୍କ ଅମୂଲ୍ୟ ଆଦର୍ଶ, ଅହିଂସା ଓ ଦେଶସେବାର ମହାନ ଚିନ୍ତାଧାରାକୁ ସ୍ମରଣ କରାଯାଇଥିଲା। #GandhiJayanti #ShastriJayanti #Boudh #Odisha #DistrictAdministration #boudhevents
Baudh Sadar, Boudh (Bauda) | Oct 2, 2026
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସକାଳ ୮:୩୦ ମିନିଟ୍ରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ "ସଂକଳ୍ପ ଦିବସ" ପାଳିତ ହୋଇଯାଇଛି। #GandhiJayanti #BijuJanataDal #BJD #SankalpDivas #MahatmaGandhi
Baudh Sadar, Boudh (Bauda) | Oct 2, 2026
ତେଲିବନ୍ଧ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ସଦର ବ୍ଲକ ଅନ୍ତର୍ଗତ ତେଲିବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ଧୁପଦ୍ଵିପ ସହପୁଷ୍ପ ଓ ଚନ୍ଦନ ପ୍ରଦାନ କରାଯାଇଥିଲା । ଏହାପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ସୈଦାମିନୀ ପ୍ରଧାନଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ଛାତ୍ରୀ ସୁନେଲି କର୍ଣ୍ଣ, ସ୍ନେହାଲି ପ୍ରଧାନ , ବରିଷ୍ଟ ଶିକ୍ଷକ ଶମ୍ଭୁ ଗିରି, ଅଶୋକ କୁମାର ପ୍ରଧାନ, ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ଗାନ୍ଧିଜୀଙ୍କ ସତ୍ୟ ଓ ଅହିଂସା ମାର୍ଗରେ ବ୍ରତି ହୋଇ ଶାସ୍ତ୍ରୀଜୀଙ୍କ ଜୟ ଜବାନ ଜୟ କିଷାନ ସ୍ୱପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ବିଶିକେଶନ ପ୍ରଧାନ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସତ କହିବା ସହ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ମତପୋଷଣ କରିଥିଲେ । ଏହାପରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଖେଳ ଶିକ୍ଷୟତ୍ରୀ ଗାୟତ୍ରୀ ବେହେରା, ହିନ୍ଦୀ ଶିକ୍ଷୟତ୍ରୀ ଭୂମି ସୂତ ବୈଶ୍ୟ , ଶିକ୍ଷକ ନିରଞ୍ଜନ ମେହେର, ଅଶୋକ କୁମାର ଘିବେଲା, ସନ୍ତୋଷ କୁମାର ମଲିକ ,ବିଭୂତି ଭୂଷଣ ମେହେର, ସୁଭ୍ରାଂଶୁ ଶେଖର ସାହୁ, ସୌରଭ ପ୍ରଧାନ ,କିରାଣୀ ରବିନ୍ଦ୍ର ବେଜୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ #GandhiJayanti #ShastriJayanti #TelibandhaHighSchool #Boudh #SchoolEvents #OdishaEducation #JayJawanJayKisan #SatyamevJayate
Baudh Sadar, Boudh (Bauda) | Oct 2, 2026
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ଉତ୍ସବ
Baudh Sadar, Boudh (Bauda) | Oct 2, 2026
ମେରା ଯୁବ ଭାରତ (MY Bharat), ବୌଦ୍ଧ ଶାଖା ତରଫରୁ ମୁଣ୍ଡାପଡ଼ା ସ୍ଥିତ ସୁରେଖା ଦେବୀ ଜରାଶ୍ରମଠାରେ "ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ" (International Day of Older Persons) ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବିଶିକେସନ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ସୁରେଖା ଦେବୀ ଜରାଶ୍ରମର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଧର୍ମୁଧର ପୋଢ଼ ଯୋଗଦେଇ ବୃଦ୍ଧବୃଦ୍ଧାମାନଙ୍କୁ ସମ୍ମାନିତ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ MY Bharat ର ସ୍ୱେଚ୍ଛାସେବୀ ସୁଶୀଲ ପାତ୍ର, ସମ୍ରାଟ ସାହୁ, ଦୀପ୍ତି ପଣ୍ଡା, ଦେବାଶିଷ ସେଠି ଓ ପିଙ୍କୁ ପ୍ରଧାନ ସଫଳତାର ସହ ପରିଚାଳନା କରିଥିଲେ। #MYBharat #Boudh #InternationalDayOfOlderPersons #YouthPower #SocialService #Odisha
Baudh Sadar, Boudh (Bauda) | Oct 2, 2026
Baudh Sadar, Boudh (Bauda) | Oct 2, 2026
Baudh Sadar, Boudh (Bauda) | Oct 2, 2026