ଶଙ୍ଖ ଭବନରେ କଳାହାଣ୍ଡି ଯୁବ ବିଜେଡି ସଭାପତି ଓ ସୁଜାତା ରାଉତଙ୍କ ସାକ୍ଷାତ
Bhabanipatana, Kalahandi | Nov 28, 2026
ଭୁବନେଶ୍ୱର ଶଙ୍ଖ ଭବନରେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଓ ନେତ୍ରୀ ସୁଜାତା ରାଉତଙ୍କ ମଧ୍ୟରେ ସାଂଗଠନିକ ଆଲୋଚନା ହୋଇଛି। କଳାହାଣ୍ଡିରେ ଦଳକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି ଅବିନାଶ।