ପିପିଲି: କଣାସରେ ନୂତନ ବସଷ୍ଟାଣ୍ଡ ଉଦ୍ଘାଟିତ: ଯାତାୟାତ ସୁବିଧା ପାଇଁ ନୂଆ ପଦକ୍ଷେପ
Pipili, Puri | Nov 17, 2026 କଣାସ ବାଲିଘାଇ ଛକଠାରେ ନିର୍ମିତ ମହାନ୍ତ ବନମାଳୀ ଦାସ ବସଷ୍ଟାଣ୍ଡକୁ ଉଦ୍ଘାଟନ କଲେ ସାଂସଦ ଡ଼ଃ ସମ୍ବିତ ପାତ୍ର ଓ ବିଧାୟକ ଓମ ପ୍ରକାଶ ମିଶ୍ର। ଏହି ବସଷ୍ଟାଣ୍ଡ କଣାସ ଅଞ୍ଚଳବାସୀଙ୍କ ଯାତାୟାତକୁ ଅଧିକ ସୁଗମ କରିବ।