ପୁରୀ: ଅଠରନଳା ଭଗବତୀ ବିଦ୍ୟା ନିକେତନରେ ଶିଶୁ ଦିବସ ପାଳିତ, ଅଭିନୟ ପ୍ରତିଯୋଗିତାରେ ମାତିଲେ ଛାତ୍ରଛାତ୍ରୀ
Puri, Puri | Nov 14, 2026
ଶିଶୁ ଦିବସ ଅବସରରେ ଅଠରନଳା ସ୍ଥିତ ଭଗବତୀ ବିଦ୍ୟା ନିକେତନରେ ଅନୁଷ୍ଠିତ ହୋଇଛି ଏକକ ଅଭିନୟ ପ୍ରତିଯୋଗିତା। ୧୪୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ଏହି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।