ଫେବୃଆରୀ ୨୨ତାରିଖ ମଧ୍ୟାହ୍ନ ୧୨ଟାର ପୂର୍ଣ୍ଣାହୁତି ସମୟରେ ପ୍ରାୟ ୪ ହଜାରରୁ ଉର୍ଦ୍ୱ ଭକ୍ତଗଣ ଅଖଣ୍ଡ ଦୀପ ଶତାବ୍ଦୀ ଅବସରରେ ଯଜ୍ଞ କୁଣ୍ଡରେ ହୋମକରି ପରାମପୁଜ୍ୟ ଗୁରୁଦେବ ଯୁଗ ଋଷି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଆଶୀର୍ବାଦ ଗ୍ରହଣକରି ସାଧନାମୟ ଜୀବନ ବଞ୍ଚିବାର ପ୍ରେରଣା ପାଇବା ସହ ରାଷ୍ଟ୍ରର ସୌର୍ୟ ସମ୍ବଧନ ପାଇଁ ନିଜ ଭିତରେ ଥିବା ଦୋଷ ଦୁର୍ଗୁଣକୁ ଦୂର କରି ସତ କର୍ମରେ ପ୍ରବୃତ ହୋଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ଉଚିତ