Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

#ବନବିଭାଗ_ପକ୍ଷରୁ_ସ୍ୱଚ୍ଛତାପକ୍ଷ_ପାଳିତ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁର ପକ୍ଷରୁ ହଡ଼ଗଡ଼ ଅଭୟରଣ୍ୟ ସଂଲଗ୍ନ ଚକ୍ରତୀର୍ଥ ଓ ଗଡ଼ଚଣ୍ଡୀ ଠାରେ ସ୍ଥାନୀୟ ବନ ସୁରକ୍ଷା ସମିତି ଓ ପରିବେଶ ବିକାଶ କମିଟିର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ସ୍ୱଚ୍ଛତାପକ୍ଷ ପାଳିତ ହୋଇ ଯାଇଛି। #latastnewsupdate #pabitranews #OdishaNews #forestdeparment #anandpur #keonjhar

MORE NEWS

#ଜଗମୋହନପୁରରେ_ବିକାଶର_ଧାରା_ଓଡ଼ିଶା_ସାରା_କାର୍ଯ୍ୟକ୍ରମ_ଉଦଯାପିତ ।
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଜଗମୋହନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜୁନ୍ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। 
#pabitranewsodishalive #latastnewsupdate #pabitranews #latastnews #update

#ଜଗମୋହନପୁରରେ_ବିକାଶର_ଧାରା_ଓଡ଼ିଶା_ସାରା_କାର୍ଯ୍ୟକ୍ରମ_ଉଦଯାପିତ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ଜଗମୋହନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜୁନ୍ ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। #pabitranewsodishalive #latastnewsupdate #pabitranews #latastnews #update

Kendujhar Town, Kendujhar | Jun 27, 2026

#ବ୍ୟବସାୟିକ_ଶତ୍ରୁତା_କୁ_କେନ୍ଦ୍ରକରି_କରଞ୍ଜିଆ_ରେ_ବୁଲିଲା ଖଣ୍ଡା।
ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହର ଗତ କିଛି ମାସ ହେଲା ଅପ୍ରତ୍ୟାଶିତ ଭାବେ ଅଶାନ୍ତ ହୋଇ ପଡ଼ିଛି |
#latastnewsupdate #pabitranews #pabitranewsodishalive

#ବ୍ୟବସାୟିକ_ଶତ୍ରୁତା_କୁ_କେନ୍ଦ୍ରକରି_କରଞ୍ଜିଆ_ରେ_ବୁଲିଲା ଖଣ୍ଡା। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହର ଗତ କିଛି ମାସ ହେଲା ଅପ୍ରତ୍ୟାଶିତ ଭାବେ ଅଶାନ୍ତ ହୋଇ ପଡ଼ିଛି | #latastnewsupdate #pabitranews #pabitranewsodishalive

Kendujhar Town, Kendujhar | Jun 26, 2026

#ଧାମରା_ବନ୍ଦର_କାର୍ଯ୍ୟରତ_ବୋଟରେ_ଲଗିଲା_ନିଆଁ 
#ହୁତୁ_ହୁତୁ_ହୋଇ_ଜଳି_ଗଲା_ବୋଟ 
ଭଦ୍ରକ ଜିଲ୍ଲା ଧାମରା ମାଛ ଧରା ବନ୍ଦର ପରିସରରେ କାର୍ଯ୍ୟରତ ବୋଟ ରେ ଗ୍ୟାସ୍ ରେ ରୋଷେଇ କରୁଥିବା ସମୟରେ ହଟାତ ନିଆଁ ଲାଗି ବୋଟ ଟି ଜଳିବାକୁ ଆରମ୍ଭ କରିଥିଲା l ଖବର ପାଇ ଦମକଳ ବିଭାଗର ତିନୋଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି l 
#latastnewsupdate #pabitranews #pabitranewsodishalive #latastnews #dhamara #bhdrak

#ଧାମରା_ବନ୍ଦର_କାର୍ଯ୍ୟରତ_ବୋଟରେ_ଲଗିଲା_ନିଆଁ #ହୁତୁ_ହୁତୁ_ହୋଇ_ଜଳି_ଗଲା_ବୋଟ ଭଦ୍ରକ ଜିଲ୍ଲା ଧାମରା ମାଛ ଧରା ବନ୍ଦର ପରିସରରେ କାର୍ଯ୍ୟରତ ବୋଟ ରେ ଗ୍ୟାସ୍ ରେ ରୋଷେଇ କରୁଥିବା ସମୟରେ ହଟାତ ନିଆଁ ଲାଗି ବୋଟ ଟି ଜଳିବାକୁ ଆରମ୍ଭ କରିଥିଲା l ଖବର ପାଇ ଦମକଳ ବିଭାଗର ତିନୋଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି l #latastnewsupdate #pabitranews #pabitranewsodishalive #latastnews #dhamara #bhdrak

Kendujhar Town, Kendujhar | Jun 26, 2026

#ବଡ଼_ଡକାୟତ_ଯୋଜନାକୁ_ପଣ୍ଡ_କରିଛି_ସହଦେବ_ଖୁଣ୍ଟା_ପୋଲିସ । ସହରର ମାଲଗୋଦାମ ଅଞ୍ଚଳରୁ ୬ଜଣକୁ ଗିରଫ କରିଛି । ତାଙ୍କ ପାଖରୁ ଗୋଟେ ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ଦୁଇଟି ଅଫୁଟା ବୋମା, ତିନୋଟି ଖଣ୍ଡା, ଦୁଇଟି ମୋବାଇଲ ଏବଂ ତିନୋଟି ମଟର ସାଇକେଲ ଜବତ କରିଛି।
#latastnewsupdate #pabitranews #pabitranewsodishalive

#ବଡ଼_ଡକାୟତ_ଯୋଜନାକୁ_ପଣ୍ଡ_କରିଛି_ସହଦେବ_ଖୁଣ୍ଟା_ପୋଲିସ । ସହରର ମାଲଗୋଦାମ ଅଞ୍ଚଳରୁ ୬ଜଣକୁ ଗିରଫ କରିଛି । ତାଙ୍କ ପାଖରୁ ଗୋଟେ ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ଦୁଇଟି ଅଫୁଟା ବୋମା, ତିନୋଟି ଖଣ୍ଡା, ଦୁଇଟି ମୋବାଇଲ ଏବଂ ତିନୋଟି ମଟର ସାଇକେଲ ଜବତ କରିଛି। #latastnewsupdate #pabitranews #pabitranewsodishalive

Kendujhar Town, Kendujhar | Jun 26, 2026

#ସାପ_କାମୁଡିବା_ପରେ_ସାପ_କୁ_ଧରି_ମେଡ଼ିକାଲ_ଆସିଲେ_ମହିଳା 
ବଜାରକୁ ଆସିଥିଲେ ମହିଳା ଜଣକ । ସେଠାରେ ଏକ ଅଜଣା ସାପ କାମୁଡ଼ି ଦେଲା କଣ କରିବ କିଛି ଜାଣି ପାରିଲା ନାହିଁ । ଗୋଟେ ବିସ୍କୁଟ ଜାର ଆଣି ସେ ସାପକୁ ପୁରେଇଲା । ତାପରେ ଗୋଟେ ବ୍ୟାଗ୍ ରେ ଭରି ଚାଲିଲା ମାଲକାନଗିରି ମେଡ଼ିକାଲକୁ । ସେପଟେ ସାପକୁ ଦେଖି ଡକ୍ଟର ତାସହ ପାଖରେ ଥିବା ଲୋକ ଛାନିଆ । କିନ୍ତୁ ମହିଳା ଜଣକ ଚୁପଚାପ୍ ସାପ ଜାର ଟିକୁ ବ୍ୟାଗ୍ ରୁ ବାହାର କରି ଡକ୍ଟରଙ୍କୁ ଦେଖେଇଲା । ଏବେ ସେ ସୁସ୍ଥ  ମେଡିକାଲରେ ଅଧିକ ଚିକିତ୍ସା ଜାରି ରହିଛି। 
#latastnewsupdate #pabitranews #malkangiri 
#sneakerhead

#ସାପ_କାମୁଡିବା_ପରେ_ସାପ_କୁ_ଧରି_ମେଡ଼ିକାଲ_ଆସିଲେ_ମହିଳା ବଜାରକୁ ଆସିଥିଲେ ମହିଳା ଜଣକ । ସେଠାରେ ଏକ ଅଜଣା ସାପ କାମୁଡ଼ି ଦେଲା କଣ କରିବ କିଛି ଜାଣି ପାରିଲା ନାହିଁ । ଗୋଟେ ବିସ୍କୁଟ ଜାର ଆଣି ସେ ସାପକୁ ପୁରେଇଲା । ତାପରେ ଗୋଟେ ବ୍ୟାଗ୍ ରେ ଭରି ଚାଲିଲା ମାଲକାନଗିରି ମେଡ଼ିକାଲକୁ । ସେପଟେ ସାପକୁ ଦେଖି ଡକ୍ଟର ତାସହ ପାଖରେ ଥିବା ଲୋକ ଛାନିଆ । କିନ୍ତୁ ମହିଳା ଜଣକ ଚୁପଚାପ୍ ସାପ ଜାର ଟିକୁ ବ୍ୟାଗ୍ ରୁ ବାହାର କରି ଡକ୍ଟରଙ୍କୁ ଦେଖେଇଲା । ଏବେ ସେ ସୁସ୍ଥ ମେଡିକାଲରେ ଅଧିକ ଚିକିତ୍ସା ଜାରି ରହିଛି। #latastnewsupdate #pabitranews #malkangiri #sneakerhead

Kendujhar Town, Kendujhar | Jun 26, 2026