Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ତେଲକୋଇ: ଦେଉଳଡ଼ିହା ଗାଁ ରେ ଗୋଠଛଡ଼ା ଦନ୍ତା , ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ

Telkoi, Kendujhar | Dec 1, 2025
ଦେଉଳଡ଼ିହା ଗାଁ ରେ ଗୋଠଛଡ଼ା ଦନ୍ତା , ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ,କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଦେଉଳଡିହା ଗାଁ ରେ ଦନ୍ତାହାତୀ ଆତଙ୍କ । ଧାନଫସଲ ନଷ୍ଟ କରିବା ସହ ଧାନ ଖଳାରେ କରୁଛି ଉତ୍ପାତ । ଭୟଙ୍କର ଶବ୍ଦରେ ଫାଟି ପଡୁଛି ଗାଁ ଅଞ୍ଚଳ । ବିଲହୁଡ଼ାରେ ଧାନ ଜଗି ଥିବା ଚାଷୀଙ୍କ ମଧ୍ୟର ଭୟର ଆତଙ୍କ ଆଜି ରାତ୍ରୀ ୧୧.୪୦ ମି. ସମୟର ସୂଚନା ।