କଟକ ବାଲିଯାତ୍ରା ପଡିଆ ନିକଟରେ ପ୍ରଗତି କ୍ଷୀର ଗାଡିରୁ ଏକ୍ସପାୟାର ହୋଇଯାଇଥିବା ଥଣ୍ଡା ପାନୀୟ ବିକ୍ରୀ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।