ଅଭଡା ଆସି ବିକ୍ରି ହେଲାଣି ଉତ୍ତର ଦ୍ଵାରରେ। ଖଲି ଆର୍ଶଯ୍ୟପତ୍ରରେ ଅଭଡା, ଡାଲି ଡାଲେମା, ବେସର ମହୁର ବିକ୍ରି ହେଲାଣି।
ଏ ଦୃଶ୍ୟ ଆପଣଙ୍କୁ ଆର୍ଶଯ୍ୟ ଲାଗୁଥିବ କିନ୍ତୁ ଏ ଅବସ୍ଥାର ମୁଖ୍ୟ କାରଣ ହେଉଛି ସାଧାରଣ ଭକ୍ତଟିଏ ଯାହାର କେବଳ ଅଭଡାର ଆବଶ୍ୟକତା ରହୁଛି ସେ ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ଘଣ୍ଟା ଘଣ୍ଟା ଲାଗୁଛି ତେଣୁ ସେ ଖୋଜୁଛି ସହଜ ବାଟ। ବାଧ୍ୟ ହୋଇ ଉତ୍ତର ଦ୍ଵାରରେ ଖଲିପତ୍ରରେ କିଣୁଛି ଅଭଡା ।