Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ବୌଦ୍ଧ ସଦର: ବୌଦ୍ଧ ଟାଉନ ହଲ ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଅଛି ଦାବିହୀନ ଜମା ରାଶି ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆଜି ରାତ୍ର ୯ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ଜାରି ସୂଚନା ଅନୁସାରେ l ବୌଦ୍ଧ ଜ଼ିଲ୍ଲା ସ୍ଥିତ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଆସନ୍ତାକାଲି 12 ଡିସେମ୍ବର, 2025 ( ଶୁକ୍ରବାର ) ସ୍ଥାନୀୟ ଟାଉନହଲ ଠାରେ ଦାବିହୀନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହେବ l ଉକ୍ତ ଶିବିରରେ ଦାବିହୀନ ଖାତା ସମ୍ବଦ୍ଧିୟ ସବିଶେଷ ସୂଚନା ପ୍ରଦାନ କରାଯିବ l ସମସ୍ତ ଜନ ସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତକୁ ସଫଳ କରିବା ପାଇଁ ଜିଲାର ସମସ୍ତ ବେଙ୍କ ଓ ଜୀବନ ବୀମା ଏହି ଗୁରୁତ୍ତର ପଦକ୍ଷେପ ନେଇଛନ୍ତି l

MORE NEWS

ବୌଦ୍ଧ ଶଗଡ଼I ଅଂଚଳରେ ବ୍ରଜପାତ I ଦୁଇ ନାବାଳିକ ଙ୍କ
ମୃତ୍ୟୁ I ଗାଁ ରେ ଶୋକରସାୟା I ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ

ବୌଦ୍ଧ ଶଗଡ଼I ଅଂଚଳରେ ବ୍ରଜପାତ I ଦୁଇ ନାବାଳିକ ଙ୍କ ମୃତ୍ୟୁ I ଗାଁ ରେ ଶୋକରସାୟା I ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ

Baudh Sadar, Boudh (Bauda) | Jun 26, 2026

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଙ୍କ ଜନ୍ମଦିନ ରେ କଣ୍ଟାମାଲ. ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ଫଳ ବଣ୍ଟନ କରି ଶୁଭେଚ୍ଛା ଜଣେଇଲେ ଯୁବ ବିଜେପି ନେତା ଓମ ପ୍ରକାଶ ମିଶ୍ର

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଙ୍କ ଜନ୍ମଦିନ ରେ କଣ୍ଟାମାଲ. ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ଫଳ ବଣ୍ଟନ କରି ଶୁଭେଚ୍ଛା ଜଣେଇଲେ ଯୁବ ବିଜେପି ନେତା ଓମ ପ୍ରକାଶ ମିଶ୍ର

Baudh Sadar, Boudh (Bauda) | Jun 26, 2026

ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଉ ଏକ ସଫଳ ପଦକ୍ଷେପ! 
ବୌଦ୍ଧ ବ୍ଲକ ​ଗୁନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ "ଓଡ଼ିଶା ସାରା ବିକାଶ ଧାରା" କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବିକାଶକୁ ଆହୁରି ଗତିଶୀଳ କରିବା ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ​ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗୁନ୍ଦୁଳିଆ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଧବଳେଶ୍ୱର ସିଂହ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅଞ୍ଚଳର ପ୍ରଗତି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।
​
​#GunduliaPanchayat #OdishaBikashDhara #Development #OdishaPragati #LocalGovernance #SarpanchDhabaleswarSingh #CommunityGrowth

ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଉ ଏକ ସଫଳ ପଦକ୍ଷେପ! ବୌଦ୍ଧ ବ୍ଲକ ​ଗୁନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ "ଓଡ଼ିଶା ସାରା ବିକାଶ ଧାରା" କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବିକାଶକୁ ଆହୁରି ଗତିଶୀଳ କରିବା ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ​ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗୁନ୍ଦୁଳିଆ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଧବଳେଶ୍ୱର ସିଂହ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅଞ୍ଚଳର ପ୍ରଗତି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ​ ​#GunduliaPanchayat #OdishaBikashDhara #Development #OdishaPragati #LocalGovernance #SarpanchDhabaleswarSingh #CommunityGrowth

Baudh Sadar, Boudh (Bauda) | Jun 26, 2026

ବୌଦ୍ଧ ମାଉସୀ ମା ମନ୍ଦିର ପରିସରରେ ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଓ ଜିଲ୍ଲା ସଂଗ୍ରହାଳୟର ଅବହେଳାକୁ ନେଇ ଉଦ୍‌ବେଗ
​ବୌଦ୍ଧ ସହରସ୍ଥିତ ମାଉସୀ ମା’ ମନ୍ଦିର ପରିସରରେ କମିଟି ସମ୍ପାଦକ ବିଶେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର କେତେକ ଜ୍ୱଳନ୍ତ ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ ପାଇବା ସହ ଆଗାମୀ ଦିନରେ ପ୍ରଶାସନକୁ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଛି।
​ଜିଲ୍ଲାରେ ମାତ୍ର ୨୫ ପ୍ରତିଶତ ଡାକ୍ତର ଅଛନ୍ତି। ନୂତନ ମେଡିକାଲ କୋଠାକୁ 'ଗୁପ୍ତ ଭାବେ' ଉଦ୍‌ଘାଟନ କରାଯିବାକୁ କମିଟି ଦୃଢ଼ ନାପସନ୍ଦ କରିଛି।
ନୂତନ ହସ୍ପିଟାଲ କୋଠା ଉଦ୍‌ଘାଟନ ପୂର୍ବରୁ ହିଁ ପ୍ରାୟ ୨୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ଅବହେଳିତ ଅବସ୍ଥା ଏବଂ ଐତିହାସିକ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡ଼ାର ଅଧାପନ୍ତରିଆ ବିକାଶ କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି।
​#BoudhNews #CitizenCommittee #HealthcareCrisis #BoudhHospital #OdishaNews #PublicGrievance #Boudh_District

ବୌଦ୍ଧ ମାଉସୀ ମା ମନ୍ଦିର ପରିସରରେ ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଓ ଜିଲ୍ଲା ସଂଗ୍ରହାଳୟର ଅବହେଳାକୁ ନେଇ ଉଦ୍‌ବେଗ ​ବୌଦ୍ଧ ସହରସ୍ଥିତ ମାଉସୀ ମା’ ମନ୍ଦିର ପରିସରରେ କମିଟି ସମ୍ପାଦକ ବିଶେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର କେତେକ ଜ୍ୱଳନ୍ତ ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ ପାଇବା ସହ ଆଗାମୀ ଦିନରେ ପ୍ରଶାସନକୁ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଛି। ​ଜିଲ୍ଲାରେ ମାତ୍ର ୨୫ ପ୍ରତିଶତ ଡାକ୍ତର ଅଛନ୍ତି। ନୂତନ ମେଡିକାଲ କୋଠାକୁ 'ଗୁପ୍ତ ଭାବେ' ଉଦ୍‌ଘାଟନ କରାଯିବାକୁ କମିଟି ଦୃଢ଼ ନାପସନ୍ଦ କରିଛି। ନୂତନ ହସ୍ପିଟାଲ କୋଠା ଉଦ୍‌ଘାଟନ ପୂର୍ବରୁ ହିଁ ପ୍ରାୟ ୨୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ଅବହେଳିତ ଅବସ୍ଥା ଏବଂ ଐତିହାସିକ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡ଼ାର ଅଧାପନ୍ତରିଆ ବିକାଶ କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି। ​#BoudhNews #CitizenCommittee #HealthcareCrisis #BoudhHospital #OdishaNews #PublicGrievance #Boudh_District

Baudh Sadar, Boudh (Bauda) | Jun 26, 2026

ଖେଳପଡ଼ିଆରେ ମାଡ଼ିଆସିଲା ମୃତ୍ୟୁ: ବଜ୍ରାଘାତରେ ୨ ନାବାଳକ ମୃତ
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ପଞ୍ଚାୟତର ଝାଙ୍କରପଡା ଗ୍ରାମରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଅଘଟଣ। କ୍ରିକେଟ ଖେଳୁଥିବା ସମୟରେ ହଠାତ୍ ବଜ୍ରପାତ ହେବା ଫଳରେ ଦୁଇଜଣ ନାବାଳକଙ୍କର ଅକାଳ ମୃତ୍ୟୁ ଘଟିଛି।
#Baudh #Manamunda #LightningStrike #TragicIncident #OdishaNews #ArgusNews #LocalNews

ଖେଳପଡ଼ିଆରେ ମାଡ଼ିଆସିଲା ମୃତ୍ୟୁ: ବଜ୍ରାଘାତରେ ୨ ନାବାଳକ ମୃତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ପଞ୍ଚାୟତର ଝାଙ୍କରପଡା ଗ୍ରାମରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଅଘଟଣ। କ୍ରିକେଟ ଖେଳୁଥିବା ସମୟରେ ହଠାତ୍ ବଜ୍ରପାତ ହେବା ଫଳରେ ଦୁଇଜଣ ନାବାଳକଙ୍କର ଅକାଳ ମୃତ୍ୟୁ ଘଟିଛି। #Baudh #Manamunda #LightningStrike #TragicIncident #OdishaNews #ArgusNews #LocalNews

Baudh Sadar, Boudh (Bauda) | Jun 26, 2026