Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket
usr30697911
Previous slide
Next slide
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଙ୍କ ଜନ୍ମଦିନ ରେ କଣ୍ଟାମାଲ. ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ଫଳ ବଣ୍ଟନ କରି ଶୁଭେଚ୍ଛା ଜଣେଇଲେ ଯୁବ ବିଜେପି ନେତା ଓମ ପ୍ରକାଶ ମିଶ୍ର
Baudh Sadar, Boudh (Bauda)
| Jun 26, 2026
MORE NEWS
ବୌଦ୍ଧ ଶଗଡ଼I ଅଂଚଳରେ ବ୍ରଜପାତ I ଦୁଇ ନାବାଳିକ ଙ୍କ ମୃତ୍ୟୁ I ଗାଁ ରେ ଶୋକରସାୟା I ପ୍ରତିକ୍ରିୟା ରଖିଲେ ସମ୍ପର୍କୀୟ
Baudh Sadar, Boudh (Bauda) | Jun 26, 2026
ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଉ ଏକ ସଫଳ ପଦକ୍ଷେପ! ବୌଦ୍ଧ ବ୍ଲକ ଗୁନ୍ଦୁଳିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ "ଓଡ଼ିଶା ସାରା ବିକାଶ ଧାରା" କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବିକାଶକୁ ଆହୁରି ଗତିଶୀଳ କରିବା ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗୁନ୍ଦୁଳିଆ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଧବଳେଶ୍ୱର ସିଂହ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଅଞ୍ଚଳର ପ୍ରଗତି ଓ ଭବିଷ୍ୟତର ଯୋଜନା ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। #GunduliaPanchayat #OdishaBikashDhara #Development #OdishaPragati #LocalGovernance #SarpanchDhabaleswarSingh #CommunityGrowth
Baudh Sadar, Boudh (Bauda) | Jun 26, 2026
ବୌଦ୍ଧ ମାଉସୀ ମା ମନ୍ଦିର ପରିସରରେ ନାଗରିକ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଓ ଜିଲ୍ଲା ସଂଗ୍ରହାଳୟର ଅବହେଳାକୁ ନେଇ ଉଦ୍ବେଗ ବୌଦ୍ଧ ସହରସ୍ଥିତ ମାଉସୀ ମା’ ମନ୍ଦିର ପରିସରରେ କମିଟି ସମ୍ପାଦକ ବିଶେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର କେତେକ ଜ୍ୱଳନ୍ତ ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ ପାଇବା ସହ ଆଗାମୀ ଦିନରେ ପ୍ରଶାସନକୁ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲାରେ ମାତ୍ର ୨୫ ପ୍ରତିଶତ ଡାକ୍ତର ଅଛନ୍ତି। ନୂତନ ମେଡିକାଲ କୋଠାକୁ 'ଗୁପ୍ତ ଭାବେ' ଉଦ୍ଘାଟନ କରାଯିବାକୁ କମିଟି ଦୃଢ଼ ନାପସନ୍ଦ କରିଛି। ନୂତନ ହସ୍ପିଟାଲ କୋଠା ଉଦ୍ଘାଟନ ପୂର୍ବରୁ ହିଁ ପ୍ରାୟ ୨୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟର ଅବହେଳିତ ଅବସ୍ଥା ଏବଂ ଐତିହାସିକ ପାତାଳୀ ଶ୍ରୀକ୍ଷେତ୍ର ନାଏକପଡ଼ାର ଅଧାପନ୍ତରିଆ ବିକାଶ କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି। #BoudhNews #CitizenCommittee #HealthcareCrisis #BoudhHospital #OdishaNews #PublicGrievance #Boudh_District
Baudh Sadar, Boudh (Bauda) | Jun 26, 2026
ଖେଳପଡ଼ିଆରେ ମାଡ଼ିଆସିଲା ମୃତ୍ୟୁ: ବଜ୍ରାଘାତରେ ୨ ନାବାଳକ ମୃତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ପଞ୍ଚାୟତର ଝାଙ୍କରପଡା ଗ୍ରାମରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଅଘଟଣ। କ୍ରିକେଟ ଖେଳୁଥିବା ସମୟରେ ହଠାତ୍ ବଜ୍ରପାତ ହେବା ଫଳରେ ଦୁଇଜଣ ନାବାଳକଙ୍କର ଅକାଳ ମୃତ୍ୟୁ ଘଟିଛି। #Baudh #Manamunda #LightningStrike #TragicIncident #OdishaNews #ArgusNews #LocalNews
Baudh Sadar, Boudh (Bauda) | Jun 26, 2026
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ଙ୍କ ଜନ୍ମଦିନ ରେ କଣ୍ଟାମାଲ. ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ରେ ଫଳ ବଣ୍ଟନ କରି ଶୁଭେଚ୍ଛା ଜଣେଇଲେ ଯୁବ ବିଜେପି ନେତା ଓମ ପ୍ରକାଶ ମିଶ୍ର - Baudh Sadar News