#ଅମର_ନାୟକଙ୍କ_ଖେଳ_ଚାଷୀଙ୍କୁ_କାଳ
ରଇପୁର ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ କହିଲେ ଅସଲ ସତ।
ବିଧାୟକ ଅମର ନାୟକ ଲଗାଉଛନ୍ତି ନାଟକ,ତାଙ୍କରି କର୍ମୀ ଚେକ ନେଇ ଉଠାଉଥିଲେ ଟଙ୍କା,ଚାଷୀଙ୍କୁ ନଦେବାରୁ କରିଥିଲେ ଅଭିଯୋଗ,ଏନେଇ ମଧ୍ୟ ତଦନ୍ତ ସମୟରେ ଲିଖିତ ପତ୍ର ଅଭିଯୋଗକାରୀ ଦାଖଲ କରିଥିବା କୁହଯାଇଛି।ଦେଖନ୍ତୁ ରଇପୁର ପ୍ରାଥମିକ କୃଷି ସମବାୟ ସମିତିକୁ ନେଇ ଆସିଥିବା ଅଭିଯୋଗର ସତ୍ୟାସତ୍ୟ।
#RaipurPacs
#FarmerAligation
#MLAAmaraNayak
#BadachanaMLA
#AmaraNayak
#BJPWorker
#KatakCooprativeBank
#AustinNews
#OdishaNews