#ରାଜଧାନୀର_ଜୀଅନ୍ତା_ଶବ
ମୋହନଙ୍କୁ ବଦନାମ କରୁଛନ୍ତି ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ !ଏପରି କହୁଛନ୍ତି ଟାଟା ପାୱାରର ଦାଦନ। ଟାଟା ପାୱାର କର୍ମଚାରୀଙ୍କୁ ଛଟେଇ କରିଥିବାବେଳେ ପୂର୍ବରୁ ଚାଳିଶ ଦିନ ଏବେ ଛଅଦିନ ଧରି ଗଣଧାରଣାରେ ବସିଛନ୍ତି ରାଜ୍ୟବ୍ୟାପୀ କର୍ମଚାରୀ। ଓଡ଼ିଆ ଅସ୍ମିତା ଓ ମୋହନ ମାଝୀ ସରକାରକୁ ବଦନାମ କରୁଛନ୍ତି ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
#BreakingNews
#TataPower
#TataPowerEmployee
#EnergyMinister
#KanakBardhanSinghdeo
#DeputyChiefMinister
#TataPowerEmoloyee Strike
#OdishaNews
#AustinNews
#TataPowerStrikeNews
Badachana, Jajpur | Nov 10, 2026