ପାରଳାଖେମୁଣ୍ଡି ବାଘ ଛାଲ ଚୋରା କାରବାର ମାମଲାରେ ୩ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି ଜିଲ୍ଲା ଓ ଦୌରା ଅଦାଲତ। ଅନ୍ତଃରାଜ୍ୟ ଚୋରା କାରବାର ଆଶଙ୍କା ଓ ଚାଲିଥିବା ତଦନ୍ତ ପାଇଁ ଅଦାଲତ ଏହି ନିଷ୍ପତ୍ତି ନେଇଛନ୍ତି।