Public App Logo
Jansamasya
News
पुलिस
Bjp
National
Police
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Rajasthan
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Cm
Madhyapradesh
Ahmedabad
Pmmodi
Rahulgandhi

ଆସିକା: ଖମ୍ବେଶ୍ବରୀ ପାଟଣା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ, ସମ୍ବିଧାନ ବଞ୍ଚାଓ ସମାବେଶ କୁ ନେଇ ଏକାଠି ହେଲେ ନେତା

Asika, Ganjam | Jul 6, 2025
ଆସନ୍ତା 11 ତାରିଖ ରେ ଓଡିଶା ଗ୍ରସ୍ତ ରେ ଆସିବେ କଂଗ୍ରେସ ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଲିକାଅର୍ଜୁନ ଖଡକେ ଏବଂ ଲୋକସଭା ବିରୋଧ ଦଳ ନେତା ରାହୁଲ ଗାନ୍ଧୀ l ଉଭୟ ସମ୍ବିଧାନ ବଞ୍ଚାଓ ଜନ ସମାବେଶ ରେ ଯୋଗଦେବା ର କାର୍ଯ୍ୟକ୍ରମ ରହିଥିବା ବେଳେ ଜନ ସମାବେଶ କୁ ସଫଳ କରିବା ଲାଗି ଆରମ୍ଭ ହୋଇଛି ଦଳୀୟ ପ୍ରସ୍ତୁତି l ବିଶେଷକରି ଗଞ୍ଜାମ ଜିଲ୍ଲା ଆସିକା ଲୋକ ସଭା କ୍ଷେତ୍ର ରେ ଜୋରଦାର ହୋଇଛି ପ୍ରସ୍ତୁତି l ଦଳର ଗଞ୍ଜାମ ଜିଲ୍ଲା ପଶ୍ଚିମ ସଂଯୋଜକ ଦେବକାନ୍ତ ଶର୍ମା ଙ୍କ ନେତୃତ୍ୱରେ ଆସିକା ଖମ୍ବେଶ୍ବରୀ ପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଆଜି ଆୟୋଜିତ ହୋଇଯାଇଛି ଏକ ପ୍ରସ୍ତୁତି ବୈଠକ l