Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
boudhtahasilkhabr
3
ବୌଦ୍ଧ ସଦର: ତଳଗାଁ ଶକ୍ତିକେନ୍ଦ୍ରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
Baudh Sadar, Boudh (Bauda)
| Jan 12, 2026
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍ ତଳଗାଁ ଶକ୍ତିକେନ୍ଦ୍ରରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ଵରେ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ କରିବା ସହିତ ତଳଗାଁ ପଞ୍ଚାୟତର ଖଳିସାହି, ଛିତିକାବାରି,ବାରମୁଣ୍ଡା, ବଡଭୁର୍ତ୍ତା ଗ୍ରାମର ଅନେକ ବିଜେଡି କର୍ମୀଙ୍କୁ ଦଳରେ ମିଶିଛନ୍ତି
MORE NEWS
🕉️ ହର ହର ମହାଦେବ 🕉️ ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରର ହାର୍ଦ୍ଦିକ ଅଭିନନ୍ଦନ ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରର ଏହି ପାବନ ସକାଳେ, ଦର୍ଶନ କରନ୍ତୁ ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ "ବାବା ଜଳେଶ୍ୱର ମହାଦେବଙ୍କ" ଆପ୍ୟାୟିତ ଓ ଦିବ୍ୟ ରୂପ! ପ୍ରଭୁ ଜଳେଶ୍ୱରଙ୍କ ଅପାର କୃପାରୁ ଆପଣଙ୍କ ଓ ଆପଣଙ୍କ ପରିବାରର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ନୀରୋଗ ଓ ସମୃଦ୍ଧିରେ ଭରିଯାଉ। ଜଳାଭିଷେକ ସହ "ହର ହର ମହାଦେବ" ଓ "ବୋଲବମ୍" ଜୟକାରରେ କମ୍ପୁଛି ସାରା ପରିବେଶ। ଆସନ୍ତୁ ପ୍ରଭୁଙ୍କ ପାଦପଦ୍ମରେ ଭକ୍ତିପୂତ ପ୍ରଣାମ ଜଣାଇବା। 🙏 🚩 ଜୟ ବାବା ଜଳେଶ୍ୱର! 🚩 ଜୟ ଭୋଲେନାଥ! #BabaJaleswar #Boudh #ShravanSomvar #BolBam #BoudhNews #Odisha Tourism #HarHarMahadev #Devotional #OdiaPost
Baudh Sadar, Boudh (Bauda) | Aug 17, 2026
ବୌଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ମାର୍ଚ୍ଚ ବୌଦ୍ଧ: 'ବନ୍ଦେ ମାତରମ୍' ପ୍ରତି କଂଗ୍ରେସର ଅସମ୍ମାନ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମଣ୍ଟୁ ସାହୁଙ୍କ ନେତୃତ୍ୱ ଓ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ଶତାଧିକ କାର୍ଯ୍ୟକର୍ତ୍ତା କ୍ୟାଣ୍ଡେଲ୍ ଓ ପ୍ଲାକାର୍ଡ ଧରି କଂଗ୍ରେସ ବିରୋଧରେ ଜୋରଦାର ନାରାବାଜି କରିଥିଲେ। #Boudh #BJP #CandleMarch #VandeMataram #OdishaPolitics
Baudh Sadar, Boudh (Bauda) | Aug 16, 2026
ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି #Boudh #BoudhNews #BJP #AtalBihariVajpayee #TirodhanaDivas #odishanewstoday
Baudh Sadar, Boudh (Bauda) | Aug 16, 2026
ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅଟଳବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ #Baudh #BJYM #Protest #VandeMataram #BJPBaudh #OdishaNews #CandleMarch
Baudh Sadar, Boudh (Bauda) | Aug 16, 2026
#ଡକାୟତି_ଯୋଜନା_ପଣ୍ଡ #୩_ଗିରଫ_ମାରଣାସ୍ତ୍ର_ସହ_କାର୍_ଜବତ - ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସକୁ ମିଳିଛି ବଡ ସଫଳତା - ଡକାୟତି ଯୋଜନା କରୁଥିବା ପୁଷ୍ପା ଗ୍ୟାଙ୍ଗ ଉପରେ ଚଢ଼ାଉ କରି ତରଭା ପୋଲିସ ୩ ଜଣଙ୍କୁ କାବୁ କରିବା ସହ ଏକ ଧଳା ରଙ୍ଗର Hyundai Venue କାର ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି - ଘଟଣାସ୍ଥଳରୁ ଆଉ ୨ ଜଣ ସନ୍ଦିଗ୍ଧ ଫେରାର ଥିବା ଜଣାପଡ଼ିଛି
Baudh Sadar, Boudh (Bauda) | Aug 16, 2026