ପୁରୀ: ନଭେମ୍ବର 20 ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚିତ୍ର ଦେବକନ୍ୟା, ପୁରୀରେ ହେଲା ସ୍ୱତନ୍ତ୍ର ପ୍ରଦର୍ଶନ
Puri, Puri | Nov 15, 2026
ଆସନ୍ତା 20 ନଭେମ୍ବରରେ ପରଦାକୁ ଆସିବ ନୂଆ ଓଡ଼ିଆ ଚଳଚିତ୍ର ଦେବକନ୍ୟା। ଫିଲ୍ମର ସ୍ୱତନ୍ତ୍ର ପ୍ରଦର୍ଶନ ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି। ଶୁଭାଶିଷ ଶର୍ମାଙ୍କ ଅଭିନୀତ ଏହି ସିନେମାଟି ସମ୍ପୂର୍ଣ୍ଣ ଭାବେ ପୁରୀରେ ସୁଟିଂ ହୋଇଛି।