#ସମସ୍ସମ୍ଭାବ୍ୟ ବାତ୍ୟା କୁ ନେଇ କେନ୍ଦ୍ରାପଡା
ଜିଲ୍ଲାପାଳ ରଘୁରାମ ଆର୍ ଆୟାର୍ ରଖିଲେ ପ୍ରତିକ୍ରିୟା
ପରିସ୍ଥିତି ଦେଖି ବିଦ୍ୟାଳୟ ବନ୍ଦ ହେବା
#ଜିଲ୍ଲାପାଳ କହିଛନ୍ତି, ପାଣିପାଗ ବିଭାଗର ସୂଚନା ଅନୁଯାୟୀ ପରିସ୍ଥିତି ଉପରେ ନଜର ରଖାଯାଇଛି। ପରିସ୍ଥିତିକୁ ଦେଖି ବିଦ୍ୟାଳୟ ବନ୍ଦ ରଖିବା ନେଇ ନିଷ୍ପତ୍ତି ନିଆଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ୍ ଓ ତହସିଲ ଅଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
#Kendrapara #CycloneAlert #OdishaNews #DistrictCollector #RaghuramARIyer #SchoolClosed #WeatherUpdate #KendraparaNews #Zee24Odisha #ManojDas
Bhubaneswar, Khordha | Oct 28, 2026