ରେମୁଣା: ଭୁବନେଶ୍ୱରରେ 17ତମ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱରରେ ଅନୁଷ୍ଠିତ 17ତମ ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ଯୋଗଦେଲେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଓ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ। ଏହି କାର୍ଯ୍ୟକ୍ରମ ଜନପ୍ରତିନିଧିମାନଙ୍କୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ଆୟୋଜିତ ହୋଇଥିଲା।