Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଆନନ୍ଦପୁର: କଣ୍ଟିପାଳ ପଞ୍ଚାୟତରେ ଅନାସ୍ଥା ହେଲାନି ବୋଲି ପଞ୍ଚାୟତ ସମ୍ମୁଖରେ ଧାରଣା, ମାଣବସା ପାଳିଲେ ଧାରଣାରତ  ୱାର୍ଡ ସଭ୍ୟା

Anandapur, Kendujhar | Dec 4, 2025
କଣ୍ଟିପାଳ ପଞ୍ଚାୟତରେ ଅନାସ୍ଥା ହେଲାନି ବୋଲି ରାତିସାରା ପଞ୍ଚାୟତ ସମ୍ମୁଖରେ ଧାରଣାରେ ବସି ରହିଲେ ୱାର୍ଡ ସଭ୍ୟସଭ୍ୟା। ଆଜି ସକାଳ ୯ଟା ବେଳେ ପଞ୍ଚାୟତ ସମୁଖରେ ଗୁରୁବାର ମାଣବସା ମଧ୍ୟ ପାଳନ କଲେ ମହିଳାସଭ୍ୟା l ଅଭିଯୋଗ ଅନୁଯାଇ  କଣ୍ଟିପାଳ ସରପଞ୍ଚ ପଦ୍ମିନୀ ନାଏକଙ୍କ ବିରୁଦ୍ଧରେ ୮ଜଣ ସଭ୍ୟ ଅନାସ୍ଥା ଆଣିଥିବା ବେଳେ ଗତ କାଲି ଏହାର ଭୋଟିଙ୍ଗ ହେବାର ଥିଲା। ମାତ୍ର ନିର୍ବାଚନ ଦାୟିତ୍ୱରେ ଥିବା ବିଡ଼ିଓଙ୍କ ଦେହ ଅସୁସ୍ଥ ଦର୍ଶାଇ ଭୋଟିଙ୍ଗ କାର୍ଯ୍ୟ ଭଣ୍ଡୁର କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ୱାର୍ଡ ସଭ୍ୟ ମାନେ ଗତକାଲିଠାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ବସିଛନ୍ତି।

MORE NEWS

ଆନନ୍ଦପୁର: କଣ୍ଟିପାଳ ପଞ୍ଚାୟତରେ ଅନାସ୍ଥା ହେଲାନି ବୋଲି ପଞ୍ଚାୟତ ସମ୍ମୁଖରେ ଧାରଣା, ମାଣବସା ପାଳିଲେ ଧାରଣାରତ  ୱାର୍ଡ ସଭ୍ୟା - Anandapur News