ଗୁଣୁପୁର: ଗୁଣୁପୁରରେ ହରି ଉତ୍ଥାନ ଏକାଦଶୀ: ଚବିଶ ପ୍ରହର ନାମ ସଂକୀର୍ତ୍ତନରେ ଭକ୍ତଙ୍କ ସମାଗମ
ହରି ଉତ୍ଥାନ ଏକାଦଶୀ ଅବସରରେ ଗୁଣୁପୁରରେ ଚାଲିଛି ଚବିଶ ପ୍ରହର ଅଖଣ୍ଡ ହରି ନାମ ସଂକୀର୍ତ୍ତନ। ପ୍ରଶାନ୍ତ ପାତ୍ର, ବିଭୀଷଣ ଦୋରା ଓ ସନ୍ତୋଷ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।