#ଶିକ୍ଷୟିତ୍ରୀ_ଙ୍କ_ବଦଳ_ପ୍ରତିବାଦ
#ବିଦ୍ୟାଳୟ_ଗେଟ_ପକାଇଲେ_ତାଲା
#ପରିଚାଳନା_କମିଟି_ପକ୍ଷରୁ_ଗେଟ୍_ଆଗରେ_ଧାରଣା
ବାଲେଶ୍ଵର ଜିଲ୍ଲା ବସ୍ତା ଶମ୍ଭୁନାଥ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ବିନ୍ଧାଣୀ ଙ୍କୁ ବଦଳି ଦାବିରେ ଗେଟ୍ ରେ ତାଲା ପକାଇଲେ ସ୍କୁଲ ପରିଚାଳନା କମିଟି।
#BASTA #OdishaNews #balasore #dmbalasore #deobalasore #beobasta CMO Odisha Surajtv Naveen Patnaik Rajesh Behera Debasis Kar
Basta, Balasore | Jun 3, 2026