#ଦୂର_ହେବ_କୋଲାବ_ନଦୀର_ବିପଦପୂର୍ଣ୍ଣ_ଜଳଯାତ୍ରା
ଦୀର୍ଘଦିନ ଧରି କୋଲାବ ନଦୀରେ ଡଙ୍ଗା ଯୋଗେ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ଅଞ୍ଚଳବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। କୋଲାବ ଜଳଭଣ୍ଡାର ଉପରେ ସିନ୍ଧିପୁଟ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି।
ବ୍ରିଜ୍ ନିର୍ମାଣ ଶେଷ ହେଲେ ଡଙ୍ଗା ଉପରେ ନିର୍ଭରଶୀଳ ଅଞ୍ଚଳବାସୀଙ୍କ ଯାତାୟାତ ସମସ୍ୟା ଦୂର ହେବା ସହ ସୁରକ୍ଷିତ ଓ ସୁଗମ ଯାତାୟାତର ବାଟ ଖୋଲିବ। ଏହା ସହ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଓ ଦୈନନ୍ଦିନ ଯାତାୟାତରେ ମଧ୍ୟ ଆସିବ ବଡ଼ ପରିବର୍ତ୍ତନ।
ସିନ୍ଧିପୁଟ ବ୍ରିଜ୍—କେବଳ ଦୁଇ ପାର୍ଶ୍ୱକୁ ନୁହେଁ, ଯୋଡ଼ିବ ଲୋକଙ୍କ ସ୍ୱପ୍ନ ଓ ସମ୍ଭାବନାକୁ। 🌉❤️
#SindhiputBridge #KolabRiver #Koraput #Lamtaput #Development #Connectivity #KoraputNews #OdishaNews