Public App Logo
Jansamasya
News
Bjp
National
Police
Bihar
India
चोरी
बीजेपी
Uttar_pradesh
Accident
Congress
Modi
Delhi
Viral
पेट्रोल
Up
Bollywood
Breakingnews
Madhya_pradesh
Pmmodi
Telangana
Rahulgandhi
Chhattisgarh
Uttarpradesh
Haryana
Cricket
Sdm
Uttarakhand
Sambalpur

ତେଲକୋଇ: ଗୋନାସିକା ପଞ୍ଚାୟତ ଜନ୍ତାରୀ ଗାଁରେ ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଯୋଗଦେଲେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି

Telkoi, Kendujhar | Dec 16, 2025
ଗୋନାସିକା ପଞ୍ଚାୟତ ଜନ୍ତାରୀ ଗାଁରେ ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଯୋଗଦେଲେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି ଗୋପୀନାଥ ରାମ । ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତଗାଁ ଜନ୍ତାରୀ ର ଆବାଳ ବୃଦ୍ଧ ବନିତା ଗୋପୀ ଭାଇଙ୍କୁ ପାଖରେ ପାଇ ପାରମ୍ପାରିକ ବାଦ୍ୟ ର ତାଳେ ତାଳେ ପାଛୋଟି ନେଇଥିଲେ । ପାରମ୍ପାରିକ ବାଦ୍ୟ ରେ ଗାଁ ଏକ ପ୍ରକାର ମହୋତ୍ସବର ପ୍ରତି ଧୂନିତ ହୋଇଉଠିଥିଲା । ସତେ ଯେମିତି ଏକ ନିଆରା ଆନନ୍ଦର ଅନୁଭୂତି ଗାଁ ଅଞ୍ଚଳରେ ଦେଖିବାକୁ ମିଳିଥିଲା ।କ୍ରୀକେଟ ପ୍ରତୀଯୋଗିତାର ବିଜୟୀ ଟିମଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ,ଏବଂ ଏହି ଭାଇଚାରା ଆଗାମି ଭବିଷ୍ୟତ.
ତେଲକୋଇ: ଗୋନାସିକା ପଞ୍ଚାୟତ ଜନ୍ତାରୀ ଗାଁରେ ଅଷ୍ଟମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଯୋଗଦେଲେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପସଭାପତି - Telkoi News