ପୁରୀ: ପୁରୀ ବଳିଆପଣ୍ଡାରେ ଉଗ୍ରତାରା ବ୍ୟବସାୟୀ ସଂଘର ସାଂସ୍କୃତିକ କାର୍ଯ୍ୟକ୍ରମ, ଯୋଗଦେଲେ ସାଂସଦ
Puri, Puri | Nov 15, 2026
ପୁରୀ ବଳିଆପଣ୍ଡାଠାରେ ଉଗ୍ରତାରା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିୟା ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ ଅନେକ କଳାକାର ଯୋଗ ଦେଇଥିବା ବେଳେ ସଂଘର ପ୍ରୟାସକୁ ପ୍ରଶଂସା କରାଯାଇଛି।