Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ବୌଦ୍ଧ ସଦର: ଉଦେର ଗ୍ରାମ ରାସ୍ତାରୁ ବେଆନା ୯ଲିଟର ମହୁଲି ମଦକୁ ଜବତ କରିବା ସହିତ ଆସାମୀ ନାମରେମାମାଲା ରୁଜୁ

ଆଜି ରାତ୍ର ପାଖପାଖି ୮.୩୦ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l କଣ୍ଟାମାଳ ଅବକାରୀ ପୋଲିସ ଆଜି ସକାଳ ପାଖପାଖି ୧୦.୩୦ସମୟରେ ଘଣ୍ଟାପଡା ଥାନା ଅନ୍ତର୍ଗତ ଉଦେର ଗ୍ରାମର ରାସ୍ତାରେ ବେଆନ ମହୁଲି ମଦ କାରବାର ନେଇ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉରେ ୯ଲିଟର ବେଆନ ମହୁଲି ମଦ ସହିତ ସମ୍ପୃକ୍ତ ଆସାମୀକୁ ଗିରଫକାରୀ ୧୬୧/୨୦୨୫-୨୬ରେ ମାମଲା ରୁଜୁ କରା ଯାଇଥିଲା l ପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ଆସାମୀକୁ ନୋଟିସ ଦେଇ ଛାଡି ଦିଆଯାଇଛି l

MORE NEWS

ବୌଦ୍ଧ ସଦର: ଉଦେର ଗ୍ରାମ ରାସ୍ତାରୁ ବେଆନା ୯ଲିଟର ମହୁଲି ମଦକୁ ଜବତ କରିବା ସହିତ ଆସାମୀ ନାମରେମାମାଲା ରୁଜୁ - Baudh Sadar News