ନୂଆପଡା: ମାନିଗୁଡା ଛକ ନିକଟରେ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ଆହତ ଚିକିତ୍ସାଲୟରେ ଭର୍ତ୍ତି
ଆଜି ଜାତୀୟ ରାଜପଥ ୩୫୩ ମାନିଗୁଡା ଛକ ନିକଟରେ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ଆହତ ହୋଇ ଚିକିତ୍ସାଲୟରେ ଭର୍ତ୍ତି ହେବା ଘଟଣା ସାମନାକୁ ଆସିଛି। ବ୍ୟକ୍ତି ଜଣକ ବାଇକରେ ତାଙ୍କ ସ୍ତ୍ରୀଙ୍କ ସହ ଆସୁଥିବା ବେଳେ ଏକ ଟ୍ରକ ଧକକା ଦେଇଥିବା କୁହାଯାଉଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସାଲୟକୁ ପଠାଇଥିଲେ।