Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଲୋଇସିଂହା: କୌଶଳ କଳା ମଣ୍ଡପ ରେ ଆୟୋଜିତ ବଲାଙ୍ଗୀର ଦିନ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଲେ ପୁଇଁନ୍ତଲା ଅଞ୍ଚଳର ଜଣେ କଳାକାର

Loisinga, Balangir | Nov 1, 2025
ବଲାଙ୍ଗୀର କୌଶଳ କଳା ମଣ୍ଡପ ଠାରେ ଆୟୋଜିତ ବଲାଙ୍ଗୀର ଦିନ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର କଳାକାରମାନେ ଯୋଗ ଦେଇ ନିଜ ଅଭିନୟ ଓ ସଂସ୍କୃତିକ ପ୍ରତିଭା ଦେଖାଇଛନ୍ତି। ଏହି ଅବସରରେ ପୁଇଁନ୍ତଲା ଅଞ୍ଚଳର ଜଣେ କଳାକାର ପ୍ରତିକ୍ରିୟା ରଖି କହିଛନ୍ତି — ବଲାଙ୍ଗୀର ଦିନ ହେଉଛି ଆମ ଅସ୍ମିତା ଓ ସଂସ୍କୃତିର ଗର୍ବ। ଏହା ଆମ ସ୍ଥାନୀୟ କଳା ଓ କଳାକାରଙ୍କୁ ଆଗକୁ ଆଣିବା ପାଇଁ ଏକ ଅବସର। ସେ ଜିଲ୍ଲା ପ୍ରଶାସନ ଓ ଆୟୋଜକ ମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହିପରି ସୁନ୍ଦର ମଞ୍ଚ ଦେବା ପାଇଁ।

MORE NEWS