ଗୁଣୁପୁର: ଗୁଣୁପୁରରେ ଖୋଲିଲା ନୂତନ ମୋବାଇଲ୍ ଦୋକାନ ‘E-Support’, ଉଦଘାଟନ କଲେ ପୌର ଅଧ୍ୟକ୍ଷା
ଗୁଣୁପୁର ନୂତନ ବସଷ୍ଟାଣ୍ଡ ଠାରେ ଉଦଘାଟିତ ହୋଇଛି ନୂତନ ମୋବାଇଲ୍ ଦୋକାନ ‘E-Support’। ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼ ଉପସ୍ଥିତ ରହି ଦୋକାନର ଶୁଭାରମ୍ଭ କରିଛନ୍ତି।