ସୁନ୍ଦରଗଡ ସହର: ସୁନାଖାନ ଅଞ୍ଚଳର ଜଣେ ମହିଳା ଦୁଇ ଶିଶୁଙ୍କ ସହ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ଅଜି ଅଗଷ୍ଟ 12 ତାରିଖ ମଙ୍ଗଳବାର ଅପରାହ୍ନ 3 ଟାରେ ସମ୍ପୃକ୍ତ ମହିଳା ଦୁଇଟି ଶିଶୁଙ୍କ ସହ ଦିର୍ଘ ସମୟ ଧରି ଜିଲାପାଳଙ୍କୁ ଅପେକ୍ଷା କରିଥିବା ନେଇ ପ୍ରମୁଖ ଗଣ ମାଧ୍ୟମକୁ ସୂଚନା ମିଳିଥିଲା। ମହିଳା ଜଣଙ୍କ ହେଲେ ରାଜଗଙ୍ଗ ପୁର ସୁନାଖାନ ଅଞ୍ଚଳର ମାନସୀ ଗାଡୁଡ଼ିଆ। ମାନସୀଙ୍କ ସ୍ୱାମୀ ମୁଖ କର୍କଟ ଶେଷ ସୋପାନରେ ପହଞ୍ଚିଛନ୍ତି। କେମୋ ଥେରାପି ପାଇଁ ଡାକ୍ତର ଆଡଭାଇସ୍ କରିଛନ୍ତି। ଅପରେସନ ନିହାତି ଦରକାର। ଏ ସବୁ ପାଇଁ ତାଙ୍କୁ ପ୍ରଚୁର ପରିମାଣର ଟଙ୍କା ଦରକାର। ଗୋଟିଏ ପଟେ ସ୍ଵାମୀଙ୍କ ସ୍ବାସ୍ଥ୍ୟ ଚିନ୍ତା ଅନ୍ୟ ପେଟ ସ୍ଥାନୀୟ ପ୍ରାଶାସନିକ ଅଧିକାରୀଙ୍କ ଉଦାସୀନତା ତା ସାଙ୍ଗକୁ ଆସାଧୁ