#ପାଟଖଣ୍ଡା_ସ୍ନାନ_ଯାତ୍ରାରୁ_ଆରମ୍ଭ_ମା_ଭଣ୍ଡାରଘରଣୀଙ୍କ_ଶାରଦୀୟ_ନବରାତ୍ରୀ_ପୂଜା
ଭକ୍ତି, ଆସ୍ଥା ଓ ପରମ୍ପରାରେ ମୁଖରିତ ହୋଇଉଠିଛି ନବରଙ୍ଗପୁର ସହର। ପାଟଖଣ୍ଡା ସ୍ନାନ ଯାତ୍ରାରୁ ଆରମ୍ଭ ହୋଇଛି ନବରଙ୍ଗପୁର ଜିଲ୍ଲାର ଆରାଧ୍ୟା ଦେବୀ ମା’ ଭଣ୍ଡାରଘରଣୀଙ୍କ ପବିତ୍ର ଶାରଦୀୟ ନବରାତ୍ରୀ ପୂଜା। ବାଜା, ନାଗରା, ଘଣ୍ଟ ଓ ଶଙ୍ଖଧ୍ୱନି ସାଙ୍ଗକୁ ପାରମ୍ପରିକ ଆଖଡ଼ା ଖେଳରେ ଦେବୀମୟ ହୋଇଉଠିଥିଲା ସମଗ୍ର ପରିବେଶ। ପ୍ରତାପ ସାଗର ପୁଷ୍କରିଣୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଟଖଣ୍ଡାଙ୍କ ପବିତ୍ର ସ୍ନାନ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ମା’ଙ୍କ ନବଦିନାତ୍ମକ ପୂଜା। ଆସନ୍ତୁ ଦେଖିବା
#festival #charchatv #culture #sprictual #maa #maadurga #BreakingNews #NewsUpdate #viralnews