ରାଉରକେଲା ସରବଗଡି ନିକଟରେ ଥିବା ଟାଙ୍ଗରପାଲି ବସ୍ତିର ଜଣେ ଦିବ୍ଯାଗଂକୁଂ ଶନିବାର ସଂନ୍ଧ୍ଯାରେ ଟ୍ରାଇ ସାଇକେଲ୍ ପ୍ରଦାନ କରାଯାଇଛି। ଦୀର୍ଘ ଦିନରୁ ସେ ଏନେଇ ପ୍ରଶାସନ ନିକଟରେ ଆବେଦନ କରି ବିଫଳ ହେବା ପରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ପରେ ଟ୍ରାଇ ସାଇକେଲ୍ ପାଇଥିବା ଜଣାପଡ଼ିଛି।