Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ଅମ୍ବାଭୋନା: ବରା ଗ୍ରାମ ନିକଟସ୍ଥ ତ୍ରିନାଥ ଛକ ରେ ଅଂଚଲର ପ୍ରସିଦ୍ଧ ବାହୁଡାଯାତ୍ରା ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଛି। ଯୋଗଦାନ କଲେ ହଜାର ହଜାର ଭକ୍ତ

ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବରା ଗ୍ରାମ ନିକଟସ୍ଥ ତ୍ରିନାଥ ଛକ ରେ ଆଜି 2 PM ରୁ 7 PM ପର୍ଯ୍ୟନ୍ତ 3 ଟି ଗ୍ରାମର ରଥ ଗୋଟିଏ ସ୍ଥାନରେ ମିଲିତ ହୋଇ ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା । ତ୍ରିନାଥ ଛକ ରେ ଏହି ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଆସିଥିଲେ । ଏହି ଅବସରରେ କୋଣ୍ଡଲା ର କୃଷ୍ଣଗୁରୁ ଭଜନ ପରିବେଷଣ ହୋଇଥିଲା

MORE NEWS