#ବିଜେଡିର_ପୂର୍ବତନ_ବିଧାୟକ_ଶ୍ରୀନାଥ_ସୋରେନଙ୍କ_ଦବଙ୍ଗ_ଗିରି.....
ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଯୁବକକୁ ଗୋଡେଇ ଗୋଡେଇ ସଂଘବଧ ଭାବେ ପିଟୁଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ଦେଖିବାକୁ ମିଳୁଛି।
ସୂଚନାନୁସାରେ:-
ଗାଡି ଓଭର ଟେକ୍ କୁ ନେଇ ପୁର୍ବତନ ବିଜେଡି ବିଧାୟକ ଶ୍ରୀନାଥ ସୋରେନ ଯୁବକ ସହିତ ବଚସା ହେଇଥିଲା, ଉତ୍ତ୍ୟକ୍ତ ହୋଇ ବାଡ଼ିରେ ଗୋଡେଇ ଗୋଡେଇ ଯୁବକକୁ ପିଟି ଥିବା ଅଭିଯୋଗ ଆଣିଛନ୍ତି ଯୁବକ, ବିଧାୟକଙ୍କ ଆକ୍ରମଣରେ ୨ ଜଣ ଯୁବକ ଆହତ ହୋଇଛନ୍ତି, ଆହତ ଜଣଙ୍କ ହେଉଛନ୍ତି ଦେବାଶିଷ ଅନ୍ଯ ଜଣେ ଯୁବକଙ୍କ ପରିଚୟ ମିଳିନାହିଁ , ତେବେ ଭିଡ଼ିଓ ରେ ବିଧାୟକ ଆଇନ କାନୁନ କୁ ଦଳି ମକଚି ଦେଇ ଆଇନ କୁ ହାତକୁ ନେଇଥିବାରୁ ପୁର୍ବତନ ବିଧାୟକଙ୍କ ଏଭଳି କାର୍ଯ୍ୟକୁ କୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବାବେଳେ ଗୁରୁତ୍ଵର ଯୁବକ ଜଣଙ୍କୁ ଉଦଳା ମେଡିକାଲ୍ରେ ଭର୍ତ୍ତି କରାଯାଇଛି।ସେପଟେ ପୂର୍ବତନ ବିଧାୟକ କହିବା କଥା ଯୁବକ ଜଣଙ୍କ ଅସଭ୍ୟ ଭାଷାରେ ପ୍ରଥମେ ଗାଳି କରିଥିଲା ...
#Mayurbhanj