Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
India
Accident
Congress
Modi
Delhi
Viral
Up
अमित_शाह
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Sambalpur
usr869859281
ରାଜଧାନୀରେ ଧରାଧରି, ଛଡ଼ାଛଡ଼ି! ବିକ୍ଷୋଭ ବେଳେ ତେଜିଲା ଉତ୍ତେଜନା, ପୋଲିସ-କର୍ମୀ ମୁହାଁମୁହିଁ #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #facebookchallange #trendingreels #informativepost #highlightseveryonefollowers2025 #highlights #dmkoraput #CMOdisha #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput
| Sep 30, 2026
#jeypore
#jeyporenews
#jeyporeupdatenews
#jeyporesocialmedia
#koraputupdate
#koraput
#rayagada
#malakangiri
#nabarangpur
#viralpost2024
#viralfacebookpage
#public
#facebookchallange
#trendingreels
#informativepost
#highlightseveryonefollowers2025
#highlights
#dmkoraput
#cmodisha
#facebookfollowersfollowers
#jeyporemuncipalty
#koraputpolice
#viralpost
#viralvideoシ
MORE NEWS
Jeypore, Koraput | Sep 30, 2026
ଜୟପୁର ଟାଉନ୍ ଥାନା ଦ୍ଵାରା ଚୋରି ମାମଲାରେ ୩ ଗିରଫ। ତମ୍ବା ତାର, ଏସି ପାଇପ୍ ଓ ଏଲଇଡି ଟିଭି ଜବତ। ଜୟପୁର ଟାଉନ୍ ଥାନା ପୁଲିସ ଏକ ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ପୌରପାଳିକା ସୁଇପର କଲୋନୀର ସଦନ ଆକୋଜି ଓରଫ ସଙ୍କଦାରୁ (୩୫), ମଘଦୁ ନାୟକ (୩୫) ଓ ଅଜୟ ପରଜା (୨୦)। ସେମାନଙ୍କ ନିକଟରୁ ଚୋରି ସମ୍ପର୍କିତ ତମ୍ବା ତାର, ଏସି ପାଇପ୍ ଓ ଏକ ଏଲଇଡି ଟିଭି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଇନାନୁସାରେ ଅଦାଲତରେ ହାଜର କରି ଚାଲାଣ କରାଯାଇଛି।
Jeypore, Koraput | Sep 30, 2026
କୋରାପୁଟରେ ସର୍କଲସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ବନ୍ୟପ୍ରାଣୀ ସୁରକ୍ଷା, ପ୍ରକୃତି ସଂରକ୍ଷଣ ଓ ଭବିଷ୍ୟତ ପିଢ଼ି ପାଇଁ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ କୋରାପୁଟରେ ସର୍କଲସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳନ କରାଯାଉଛି। ଚଳିତବର୍ଷର ମୁଖ୍ୟ ବିଷୟ ରହିଛି “Sloth Bear”। ଏହି ଅବସରରେ ଭାଲୁ ସମେତ ବିଭିନ୍ନ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ସହ ମଣିଷ-ବନ୍ୟପ୍ରାଣୀ ସହାବସ୍ଥାନ ନେଇ ସଚେତନତା ଓ ଆଲୋଚନା କରାଯିବ। ବନ୍ୟଜନ୍ତୁ ସୁରକ୍ଷାରେ ସାଧାରଣ ଲୋକଙ୍କ ଭୂମିକା ଏବଂ ପ୍ରକୃତି ସଂରକ୍ଷଣର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
Jeypore, Koraput | Sep 30, 2026
ରାଜଧାନୀରେ ତାରାଙ୍କ ତେଜ୍ ବିକ୍ଷୋଭ ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ତାରା #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #facebookchallange #trendingreels #informativepost #highlightseveryonefollowers2025 #highlights #dmkoraput #CMOdisha #facebookfollowersfollowers #jeyporemuncipalty #koraputpolice #viralpost #viralvideoシ
Jeypore, Koraput | Sep 30, 2026
କୋଡିଙ୍ଗାମାଳି ବକ୍ସାଇଟ ପରିବହନରେ କନଭେୟର ବେଲ୍ଟ ଦାବି। ଭାରୀ ଟ୍ରକ୍ ଚଳାଚଳରେ ଧୂଳି, ଶବ୍ଦ ପ୍ରଦୂଷଣ ଓ ଦୁର୍ଘଟଣା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର। କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳି ବକ୍ସାଇଟ ଖଣିରୁ ଖଣିଜ ପରିବହନ ପାଇଁ ଭାରୀ ଟ୍ରକ୍ ଚଳାଚଳ ବନ୍ଦ କରି କନଭେୟର ବେଲ୍ଟ ମାଧ୍ୟମରେ ବକ୍ସାଇଟ ପରିବହନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ଦିଆଯାଇଛି।
Jeypore, Koraput | Sep 29, 2026
ରାଜଧାନୀରେ କଂଗ୍ରେସ ପରିବର୍ତନ ରାଲି, MMDR ସଂଶୋଧନ ତୂରନ୍ତ ପ୍ରତ୍ୟାହାର କର. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Sep 29, 2026
ଡିସିପିଙ୍କ ଆଖି ଆଗରେ ସୋଦିପକାଇଲେ କଂଗ୍ରେସ କର୍ମୀ ! || PROTEST || CONGRESS || MMDR BILL || DCP ||
Jeypore, Koraput | Sep 29, 2026
ଗ୍ଲୋବାଲ ଫୋକସ ବିଦେଶରେ ଛାତ୍ରଛାତ୍ରୀ ମାନେ ପାଠ ପଡିବା ପାଇଁ ଦେଉଛି ସୁବର୍ଣ୍ଣ ସୁଯୋଗ. #odianews #OdishaPolitics #OdiaEntertainment #dinaratitv #currentaffairs #odianews #dinaratitv #currentaffairs #odianews #latestnews #news #odishaupdates
Jeypore, Koraput | Sep 29, 2026