ନୂଆପଡା: ନୂଆପଡାରେ ଦୁଇ ଯୁବକ ଝାରୁ ଖସିଆ ଘଟିଲା ମୋଟରସାଇକେଲ ଦୁର୍ଘଟଣା
ନୂଆପଡା ଜିଲ୍ଲା କୋମନା ବ୍ଲକର ଅଡ଼ାର ଗାଁରୁ ଦୁଇ ଯୁବକ ଜାମଗାଁ ଘାଟିରେ ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି। ସ୍ଥାନୀୟ ପଥିକମାନେ ତାଙ୍କୁ ଉଧାର କରି ବେଳା ଓ କୋମନା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ସୂଚନା ଏବେ ପ୍ରାପ୍ତ ନୁହେଁ।