ପୁରୀ: ୩୭ତମ କୋଣାର୍କ ମହୋତ୍ସବ ଓ ବାଲୁକା କଳା ମହୋତ୍ସବ ପାଇଁ ବଢିଲା ପ୍ରସ୍ତୁତି, ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ
Puri, Puri | Nov 17, 2026
୩୭ତମ କୋଣାର୍କ ମହୋତ୍ସବ ଓ ୧୬ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ଆୟୋଜନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସୁରକ୍ଷା, ପରିଚାଳନା ଓ ପର୍ଯ୍ୟଟକଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି।