ଛତିଶଗଡ଼ର କୋରବା ଜଙ୍ଗଲରେ ହାତୀର ଆତଙ୍କ! ହାତୀକୁ ଘଉଡ଼ାଇବା ପାଇଁ ଟ୍ରାକ୍ଟର ଧରି ଜଙ୍ଗଲରେ ପହଞ୍ଚିଥିଲେ ଗ୍ରାମବାସୀ। ହେଲେ ହାତୀକୁ ଘଉଡ଼ାଇବା ବଦଳରେ ନିଜେ ହାତୀର ଆକ୍ରମଣର ସମ୍ମୁଖୀନ ହେଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଟ୍ରାକ୍ଟର ଚାଳକ ନିଜେ ମୋବାଇଲରେ ଏହି ଘଟଣାର ଭିଡିଓ ରେକର୍ଡ କରୁଥିଲେ। ଆଉ କ୍ୟାମେରାରେ କଏଦ ହୋଇଗଲା ହାତୀର ଆକ୍ରମଣର ଲୋମଟାଙ୍କୁରା ଦୃଶ୍ୟ #Korba #Chhattisgarh #ElephantAttack #WildElephant #CaughtOnCamera #ElephantViralVideo #HumanWildlifeConflict #WildlifeNews #ElephantEncounter #ViralVideo #BreakingNews #NFTV