ସରକାରୀ ଉଚ୍ଚ ପ୍ରାଥମିକ ବଦ୍ୟାଳୟ,ଗୋପପୁର ପରିସରରେ ପ୍ରଧାନ ଶିକ୍ଷକ ନବୀନ କୁମାର ରାୟଙ୍କ ତତ୍ତ୍ଵାବଧାନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ ନୂଆଗାଁ ବିଇଓ ସାଲଗିମୁନି ଟୁଡୁ ଯୋଗଦେଇଥିବାବେଳେ ମୁଖବକ୍ତାଭାବେ ଶଙ୍କର୍ଷଣ ବେହେରା ଯୋଗ ଦେଇଥିଲେ।ସମ୍ମାନିତ ଅତିଥିଭାବେ ନୂଆଗାଁ ଏବିଇଓ ବାନେ କେଛୁଆ ଓ ବନମାଳୀ ମଲ୍ଲିକ,ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।