କୋରାପୁଟରେ ଅନୁଷ୍ଠିତ ପ୍ରି-ଖ୍ରୀଷ୍ଟମାସ ଉତ୍ସବରେ ଯୋଗ ଦେଲେ କୋରାପୁଟ ବିଧାୟକ ରଘୁରାମ ମାଛ।
ଏହି ଅବସରରେ ବିଜେପି କୋରାପୁଟ ଜିଲ୍ଲା ସଭାନେତ୍ରୀ ସ୍ୱାତୀ ହୋତା, ଜିଲ୍ଲା ମାଇନୋରିଟି ସଭାପତି ପ୍ରମୋଦ କନ୍ଦପାନ, ବରିଷ୍ଠ ନେତା ହିମାଂଶୁ ମହାପାତ୍ର ଏବଂ ଅନ୍ୟ ବିଜେପି କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତଙ୍କୁ ବଡ଼ଦିନର ଆଗୁଆ ଶୁଭେଚ୍ଛା ପ୍ରଦାନ କରିଥିଲେ।
ବିଧାୟକ କହିଲେ - ପ୍ରଭୁଯୀଶୁ ସମସ୍ତଙ୍କ ମଙ୍ଗଳ କରନ୍ତୁ, ବଡ଼ଦିନର ଆଗୁଆ ଶୁଭେଚ୍ଛା
#PreChristmas #Koraput #SwatiHota #RaghuramMach #BJP #BJP_Odisha #BJP_Koraput #MerryChristmas #BigDay #Christmas2025 #KoraputNews #JeyporeBreaking