ରାୟଗଡା: ଯୁବ ନେତୃତ୍ୱ ସମାବେଶ-2026: ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ରାୟଗଡ଼ାର ଦୁଇ ଛାତ୍ର ନେତା
ଭୁବନେଶ୍ୱରରେ ଆୟୋଜିତ ଯୁବ ନେତୃତ୍ୱ ସମାବେଶ-2026ରେ ରାୟଗଡ଼ା କଲେଜର ସଭାପତି ସୁମିତ ରତ୍ନାଲୁ ଏବଂ ମଡେଲ ଡିଗ୍ରୀ କଲେଜର ଉପସଭାପତି ସୁମନ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି।