ବଂଶପାଳ: କେନ୍ଦୁଝର ସହାରପୁରରେ ମା ଦଶଭୂଜାଙ୍କ ଆଗମନ: ୨୮ ବର୍ଷର ପରମ୍ପରାକୁ ନେଇ ଭକ୍ତଙ୍କ ଉତ୍ସାହ
Banspal, Kendujhar | Oct 18, 2026
କେନ୍ଦୁଝର ଜିଲ୍ଲା ସହାରପୁରରେ ମା ଦଶଭୂଜାଙ୍କ ପୂଜାରେ ଭକ୍ତିମୟ ପରିବେଶ। ବିଶ୍ୱେଶ୍ୱର ୟୁଥ୍ କ୍ଲବର ୨୮ ବର୍ଷର ପରମ୍ପରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସାହ।