Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Politics

ଆନନ୍ଦପୁର: ହାଟଡିହି ଠାରେ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ୪୨ ତମ ଶିଶୁ ଉତ୍ସବ ଅନୁଷ୍ଠିତ

Anandapur, Kendujhar | Dec 18, 2025
ହାଟଡିହି ହାଇସ୍କୁଲରେ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।  ଦିନ୧୦ଟାରେ ଅନୁଷ୍ଠିତ ଉଦଘାଟନ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ମୁଖ୍ୟବକ୍ତା ଭାବେ ଓଷ୍ଟାର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡେଇ, ସମ୍ମାନିତ ଅତିଥି ଭାବେ ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଏବିଇଓ ପ୍ରମୋଦ ନାୟକ, ଉପଦେଷ୍ଟା ଶାନ୍ତନୁ କୁମାର ମିଶ୍ର, ବିଜୟ କୁମାର ସୁର,  ପ୍ରଦୀପ ହଜାରୀ, ନିରାକାର ମହାପାତ୍ର,  ଶିଶିର କୁମାର ବିଶ୍ୱାଳ,  ନବଘନ ନାୟକ,  ଅନିରୁଦ୍ଧ ସେଠୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଉଦଘାଟନ କରିଥିଲେ।

MORE NEWS

ଆନନ୍ଦପୁର: ହାଟଡିହି ଠାରେ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ୪୨ ତମ ଶିଶୁ ଉତ୍ସବ ଅନୁଷ୍ଠିତ - Anandapur News