Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ସୁନ୍ଦରଗଡ ସହର: ଓଡ଼ିଶା ବିଧାନ ସଭା ଶୀତ ଅଧିବେଶନର ତୃତୀୟ ଦିନରେ ସୁନ୍ଦରଗଡର ଉନ୍ନତି ପାଇଁ ମୁହଁ ଖୋଲିଲେ ସଦର ବିଧାୟକ ଯୋଗେଶ ସିଂ

ଆଜି ନଭେମ୍ୱର 29 ତାରିଖ ଶନିବାର ପୂର୍ବାହ୍ନ 11:45 ପୁଣି ଥରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ତଥା ଏକାନ୍ତ ପ୍ରୟୋଜନ ନେଇ ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ ସିଂ ମୁହଁ ଖୋଲି ଦାବୀ ଜଣାଇଛନ୍ତି। ବାଙ୍କି ବାହାଲ ଠାରୁ ରାଇଗଡ଼ ଓ ବାଙ୍କି ବହାଲ ଠାରୁ ଭେଡ଼ା ବାହାଲ ପର୍ଯ୍ୟନ୍ତ ରାସ୍ତାକୁ ଚାରି ଲେନ୍ କରିବାକୁ ଅନୁରୋଧ କରି ବାଚସ୍ପତିଙ୍କୁ ଜଣାଇ ଛନ୍ତି।