ରକ୍ତଦାନ ମହତ ଦାନ, ଆସନ୍ତୁ ବୁନ୍ଦାଏ ବୁନ୍ଦାଏ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା
ଆଜି ବସ୍ତା ଶମ୍ବୁନାଥ ଉଚ୍ଚ ବିଦ୍ୟାଳୟ ବିଧାୟିକା ଙ୍କ ଆହ୍ୱାନ କ୍ରମେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଯୁବ ଉଦ୍ୟମାନ ନେତା ଅନୁପମ ମହାନ୍ତି, ଦେବାଶିଷ କର,ଶୁଶାନ୍ତ ବେହେରା,ରାଜେଶ ବେହେରା,ମଣ୍ଟୁ ବେହେରା, ରାଜେଶ ମୁଦୁଲି,ଅଜୟ ସମେତ ବହୁ ଯୁବ ନେତା ସହଯୋଗ କରିଥିଲେ ।
Ajit Kumar Sahoo Journalist
Rajesh Behera
Siku Siku
Subasini Jena
#mahimatv #basta #viralreelsシ #photographychallengeraphychallenge #viralvideoシ #blooddonation #viralreelschallenge #shortsviral #SubasiniJena #PratapSarangi #cmmohanmajhi #CMOOdisha #viralvideoシ
Basta, Balasore | Jun 28, 2026