ପାରଳାଖେମୁଣ୍ଡି: ଗଜପତିରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ଭଲିବଲ୍ ଚାମ୍ପିୟନ୍ସିପ୍ ଓ ମୁଖ୍ୟମନ୍ତ୍ରୀ ଟ୍ରଫି 3.0
ଗଜପତିରେ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ। ସତୁରୀତମ ରାଜ୍ୟସ୍ତରୀୟ ଭଲିବଲ୍ ଚାମ୍ପିୟନ୍ସିପ୍ ଓ ମୁଖ୍ୟମନ୍ତ୍ରୀ ଟ୍ରଫି 3.0 ପାଇଁ ପ୍ରସ୍ତୁତି ଜୋରଦାର। ନଭେମ୍ବର 10 ରୁ 13 ପର୍ଯ୍ୟନ୍ତ ଭଲିବଲ୍ ପ୍ରତିଯୋଗିତା ଓ ନଭେମ୍ବର 30 ରୁ ଡିସେମ୍ବର 20 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଟ୍ରଫି ଅନୁଷ୍ଠିତ ହେବ।