Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Nsui
Pmmodi
Rahulgandhi
यूपी
Uttarpradesh
Haryana

କୁଚିଣ୍ଡା: ମହାପାତ୍ର ବଲଣ୍ଡା ଓ କୁଚିଣ୍ଡା ଠାରେ ଅଁଳା ନବମୀ ଅନୁଷ୍ଠିତ

Kochinda, Sambalpur | Oct 31, 2025
ଶୁକ୍ରବାର ଦିନ ପବିତ୍ର ଅଁଲା ନବମୀ ଅବସର ରେ କୁଚିଣ୍ଡା ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି କ୍ରମ ବାବୁ ନୀକ୍ତିମାଲ ପଞ୍ଚାୟତ ଅନ୍ତର୍ଗତ ମହାପାତ୍ର ବଲଣ୍ଡା ଗ୍ରାମ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତଥା ଆଖ ପାଖ ଅଞ୍ଚଳରୁ ଅନେକ ଜନସାଧାରଣ ଯୋଗ ଦେଇଥିଲେ। ଗ୍ରାମ୍ୟ ମଙ୍ଗଳ କମିଟି ଚେୟାରମେନ  ବଳରାମ ପୃଷେଠ, ପୂର୍ବତନ ସରପଞ୍ଚ ଶ୍ରୀ ଗିରିଶ ଚନ୍ଦ୍ର ସା ଓ ଅନ୍ୟ ନେତୃମଣ୍ଡଳୀ ଙ୍କ ତତ୍ତ୍ଵାବଧାନରେ ପୂଜକ ଶୁରେଶ କୁମାର ପାଣିଗ୍ରାହି ବିଧି ବିଧାନ ରେ ପୂଜା କାର୍ଯ୍ୟ ତୁଲାଇ ଥିଲେ।

MORE NEWS

#kuchindatvlive #BREAKING #OdishaNews

#kuchindatvlive #BREAKING #OdishaNews

Kochinda, Sambalpur | Jun 27, 2026

ଦ୍ବିତୀୟ ଦିନରେ ଗୁଦଗୁଦା କପ ଫୁଟବଲ ୨୦୨୬ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଙ୍କ ସହିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଅଧିକ ଉତ୍ସାହିତ କରିଛନ୍ତି। #kuchindatvlive

କୁଚିଣ୍ଡା ସ୍ଥିତ ଟାଉନ ହଲ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫୭ ତମ ଜନ୍ମଦିନ ଅବସରରେ ଆଜି ଜୁନ ୨୬ ତାରିଖ ଶୁକ୍ରବାର ଦିନ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ କାର୍ଯ୍ୟକ୍ରମ ରେ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ତାଙ୍କ ସହିତ ସାଂସଦ ପ୍ରତିନିଧି ସୁଶିଲ କୁମାର କର, ମହିଳା ମୋର୍ଚ୍ଚା ନେତ୍ରୀ ଅନୁପମା ନାଏକ,ଭାରତୀୟ ଜନତା ପାର୍ଟି କୁଚିଣ୍ଡା ନଗର ମଣ୍ଡଳ ର ସମସ୍ତ ସଦସ୍ୟ ସଦସ୍ୟା ତଥା କୁଚିଣ୍ଡା ଉପଖଣ୍ଡ ର ଭାଜପା ର କର୍ମୀ ତଥା ଭିକୁ ନାଏକ,ମଣ୍ଟୁ ରାୟ  ଗୌରଭ କର,ସିକୁ ଶତାବ୍ଦୀ,ଵିଵେକ ରାୟ, ଧନଞ୍ଜୟ ଧୁରୁଆ,ମୁକେଶ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ସମୁଦାୟ ୬୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ କୁଚିଣ୍ଡା ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ମାନେ ବ୍ଲଡ଼ ସଂଗ୍ରହ କରିଥିଲେ।ଏହା ପରେ ପଞ୍ଚାୟତିରାଜ ମନ୍ତ୍ରୀ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ବିସ୍କୁଟ ଏବଂ ଫଳ ବଣ୍ଟନ କରିଥିଲେ। #happybirthdaydharmendrapradhan #Odisha #amarkuchinda #newsfeed #NewsUpdate

Kochinda, Sambalpur | Jun 26, 2026

କୁଚିଣ୍ଡା: ମହାପାତ୍ର ବଲଣ୍ଡା ଓ କୁଚିଣ୍ଡା ଠାରେ ଅଁଳା ନବମୀ ଅନୁଷ୍ଠିତ - Kochinda News