Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
kuchindatvlive
#kuchindatvlive #BREAKING #OdishaNews
Kochinda, Sambalpur
| Jun 27, 2026
#kuchindatvlive
#breaking
#odishanews
MORE NEWS
ଦ୍ବିତୀୟ ଦିନରେ ଗୁଦଗୁଦା କପ ଫୁଟବଲ ୨୦୨୬ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଙ୍କ ସହିତ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଅଧିକ ଉତ୍ସାହିତ କରିଛନ୍ତି। #kuchindatvlive
Kochinda, Sambalpur | Jun 27, 2026
କୁଚିଣ୍ଡା ସ୍ଥିତ ଟାଉନ ହଲ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ୫୭ ତମ ଜନ୍ମଦିନ ଅବସରରେ ଆଜି ଜୁନ ୨୬ ତାରିଖ ଶୁକ୍ରବାର ଦିନ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ କାର୍ଯ୍ୟକ୍ରମ ରେ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ତାଙ୍କ ସହିତ ସାଂସଦ ପ୍ରତିନିଧି ସୁଶିଲ କୁମାର କର, ମହିଳା ମୋର୍ଚ୍ଚା ନେତ୍ରୀ ଅନୁପମା ନାଏକ,ଭାରତୀୟ ଜନତା ପାର୍ଟି କୁଚିଣ୍ଡା ନଗର ମଣ୍ଡଳ ର ସମସ୍ତ ସଦସ୍ୟ ସଦସ୍ୟା ତଥା କୁଚିଣ୍ଡା ଉପଖଣ୍ଡ ର ଭାଜପା ର କର୍ମୀ ତଥା ଭିକୁ ନାଏକ,ମଣ୍ଟୁ ରାୟ ଗୌରଭ କର,ସିକୁ ଶତାବ୍ଦୀ,ଵିଵେକ ରାୟ, ଧନଞ୍ଜୟ ଧୁରୁଆ,ମୁକେଶ ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଏହି ଶିବିରରେ ସମୁଦାୟ ୬୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ କୁଚିଣ୍ଡା ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ମାନେ ବ୍ଲଡ଼ ସଂଗ୍ରହ କରିଥିଲେ।ଏହା ପରେ ପଞ୍ଚାୟତିରାଜ ମନ୍ତ୍ରୀ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ବିସ୍କୁଟ ଏବଂ ଫଳ ବଣ୍ଟନ କରିଥିଲେ। #happybirthdaydharmendrapradhan #Odisha #amarkuchinda #newsfeed #NewsUpdate
Kochinda, Sambalpur | Jun 26, 2026
କୁଚିଣ୍ଡା ରେ ପ୍ରଥମ ଗୁଦ୍ ଗୁଦା ଫୁଟବଲ କପ ଉଦଘାଟନ..⚽🏆 #NewsUpdate #footballseason #fottball #videovira #2k26 #amarkuchinda #Odisha #sportsday #SportsNews #kuchinda #newsfeed
Kochinda, Sambalpur | Jun 26, 2026
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ଅବସରରେ ଆଜି କୁଚିଣ୍ଡା ଟାଉନ ହଲ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ।ଏଠାରେ ସମୁଦାୟ ୬୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। #kuchindatvlive #kuchindanews #ମେଗା_ରକ୍ତଦାନ_ଶିବିର
Kochinda, Sambalpur | Jun 26, 2026