ଭବାନୀପାଟଣା: ୱାର୍ଡ ନଂ 15 ଅଙ୍ଗନୱାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ମିଳିଲା ଭତ୍ତା
Bhabanipatana, Kalahandi | Nov 27, 2026
ଭବାନୀପାଟଣା ପୌର ପରିଷଦ ୱାର୍ଡ ନଂ-୧୫ ଅଙ୍ଗନୱାଡି କେନ୍ଦ୍ରରେ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ସାଂସଦ ପ୍ରତିନିଧି, ଅତିରିକ୍ତ ନିର୍ବାହୀ ଅଧିକାରୀ ଓ କାଉନସିଲରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।