Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ବଡସାହି: ଜିଲ୍ଲାସ୍ତରୀୟ ବେତନଟୀ ପ୍ରିମିୟରଲିଗ ସିଜିନ-୧୨ ପାଇଁ ଏମପିସି ହାଇସ୍କୁଲ ସଭାଗୃହରେ ଖେଳାଳି ନିଲାମ ପ୍ରକ୍ରିୟା ଶେଷ

Barsahi, Mayurbhanj | Nov 30, 2025
ଆସନ୍ତା ଡିସେମ୍ବରମାସ ୧୭ ତାରିଖରେ ହେବାକୁ ଯାଉଥିବା ଜିଲ୍ଲାସ୍ତରୀୟ ବେତନଟୀ ପ୍ରିମିୟର ଲିଗ ସିଜିନ-୧୨ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ରବିବାର ଅପରାହ୍ନ ପାଞ୍ଚଟରେ ବେତନଟୀ ଏମପିସି ହାଇସ୍କୁଲ ସଭାଗୃହରେ ସମ୍ପାଦିତ ହୋଇଯାଇଛି l ଆୟୋଜକ ବେତନଟୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏମପିସି ହାଇସ୍କୁଲ ଖେଳପଡିଆରେ ହେବାକୁ ଥିବା ବେତନଟୀ ପ୍ରିମିୟର ଲିଗ ସିଜିନ-୧୨ ପାଇଁ ଜିଲ୍ଲାର ବଛାବଛା ଖେଳାଳି ଅଂଶଗ୍ରହଣ କରିଛନ୍ତି l

MORE NEWS